ସୁରକ୍ଷା ବଳୟରେ ଲାଲକିଲ୍ଲା, ଦେଖନ୍ତୁ ଭିଡିଓ

By

Published : Aug 14, 2022, 9:20 PM IST

thumbnail
ରାତି ପାହିଲେ 76ତମ ସ୍ବାଧୀନତା ଦିବସ ପାଳିବ ଭାରତ । ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲାଲକିଲ୍ଲା ଓ ତାର ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସର୍ଭିଲାନ୍ସ ପାଇଁ ଅତ୍ୟାଧୁନିକ ଯନ୍ତ୍ରାଂସ ମଧ୍ୟ ବ୍ୟବହାର କରାଯାଇଛି । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.