କମ୍ପାନୀ ସଂଶୋଧନ ବିଲ-2020 ପ୍ରସଙ୍ଗ: ଏମିତି କହିଲେ ଭର୍ତ୍ତୃହରି ମହତାବ

By

Published : Mar 18, 2020, 7:08 AM IST

thumbnail
ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ଆସିଥିଲା କମ୍ପାନୀ ସଂଶୋଧନ ବିଲ-2020 । ବିଲକୁ ଆଗତ କରିଥିଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ଏଥିରେ ବିଜେଡି ତରଫରୁ ସାଂସଦ ଭତ୍ତୃହରି ମହତାବ ଆଲୋଚନାରେ ଭାଗନେଇ ବକ୍ତବ୍ୟ ରଖିଥିଲେ । ଦେଖନ୍ତୁ କଣ କହୁଛନ୍ତି ଭର୍ତ୍ତୃହରି ମହତାବ । ସୌଜନ୍ୟ ଲୋକସଭା ଟିଭି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.