ବର୍ଷା ବିତ୍ପାତରେ ବେହାଲ କଟକ ସହର - Cuttack city now submerged

🎬 Watch Now: Feature Video

thumbnail

By

Published : Sep 13, 2021, 12:45 PM IST

କଟକ: ଜଳବନ୍ଦୀ ହେଲା କଟକ ସହର । ରାସ୍ତା ଉପରେ ଢେଉ ମାରିଲା ବର୍ଷା ଜଳ । ଗତକାଲି ଠୁ(ରବିବାର) ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ କଟକ ସ୍ଥିତି ବେହାଲ । ଯାହାକୁ ନେଇ ଜନ ଜୀବନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ବିଶେଷକରି କଟକର ପ୍ରମୁଖ ଅଞ୍ଚଳ ବାଦାମବାଡ଼ି , ରୋଭର ଷ୍ଟ୍ରିଟ, ସୂତା ହାଟ, ଓଏମପି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ତେବେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତେଣୁ ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । କଟକର ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.