thumbnail

By

Published : Jun 17, 2022, 10:40 PM IST

ETV Bharat / Videos

କଟକରେ ଗର୍ଜିଲା କଂଗ୍ରେସ

କଟକ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଟକ ନଗର କଂଗ୍ରେସ । ମୋଦି ସରକାରଙ୍କ ତାନାସାହି ଶାସନ, ରାହୁଲ ଗାନ୍ଧୀଙ୍କୁ ଇଡି ଜେରା, ଏ.ଆଇ.ସି.ସି କାର୍ଯ୍ୟାଳୟ ଭିତରେ ପଶି ପୋଲିସର ଗୁଣ୍ଡାରାଜ ବିରୁଦ୍ଧରେ କଟକ ବକ୍ସିବଜାର ସ୍ଥିତ ଜିପିଓ ସମ୍ମୁଖରେ କଟକ କଂଗ୍ରସର ବିକ୍ଷୋଭ ପ୍ରଦର୍ଶନ । ଏହି ବିରୋଧ ପ୍ରଦର୍ଶନରେ କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା, ବାରବାଟି କଟକ ବିଧାୟକ ମହମ୍ମଦ ମୋକୀମଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.