thumbnail

By

Published : Apr 16, 2022, 9:41 PM IST

ETV Bharat / Videos

Good Video: ମାଆ ଭାଲୁ ସହ ଗାଧୋଉଛନ୍ତି ଛୁଆ, ଦେଖନ୍ତୁ ମଜାଦାର ଭିଡିଓ

ରାୟପୁର: ଛତିଶଗଡରେ ଗରମ ଏଥର ପୂର୍ବ ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ କେବଳ ସାଧାରଣ ଜନତା ନୁହଁନ୍ତି ପଶୁମାନେ ମଧ୍ୟ ଆଉଟୁ ପାଉଟୁ ହେଉଛନ୍ତି । କାଂକେର ଜିଲ୍ଲା ନିକଟରେ ଥିବା ଅକ୍ସିବନରେ ମାଈ ଭାଲୁ, ଦୁଇ ପିଲାଙ୍କ ସହିତ ପାଣି ଟାଙ୍କିରେ ଖେଳୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ମାଆ ଭାଲୁ ପିଲାଙ୍କ ସହ କେତେ ମଜାରେ ଗାଧୋଉଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.