thumbnail

ଗାଁ ରାସ୍ତାରେ ବୁଲୁଛି ଭାଲୁ, ଆତଙ୍କରେ ଲୋକେ

By

Published : Dec 18, 2020, 10:59 AM IST

ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ତ ଅଧିନ ବରାଙ୍ଗ ସରକ୍ଷିତ ଜଙ୍ଗଲ ନିକଟ ପୁରୁଣାବାନ୍ଧଗୋଡା ଗାଁ ରାସ୍ତାରେ ଶୁକ୍ରବାର ସକାଳୁ ଏକ ଭାଲୁ ବୁଲୁଥିବାର ଦେଖିବାକୁ ମିିଳିଥିଲା । ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଭାଲୁକୁ ଦେଖି ଭୟବିତ ହୋଇଥିଲେ । ଖାଲି ଥରେ ନୁହେଁ ବରଂ ଏହି ପରି ଅନେକ ଥର ଦିନ ଓ ରାତିରେ ରାସ୍ତା ଉପରକୁ ଭାଲୁ ଆସିଯିବାର ଦେଖିବାକୁ ମିଳିଛି । ଏନେଇ ଜଙ୍ଗଲ ରାସ୍ତା ଦେଇ ଯାତାୟତ କରିବାକୁ ବନବିଭାଗ ତରଫରୁ ବାରଣ କରାଯାଇଛି । ଆନନ୍ଦପୁରରୁ ସ୍ମୁତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.