thumbnail

ଆସିଲା ଜେଟ୍ ଆକାରର ଗାଡି

By

Published : Mar 4, 2021, 3:11 PM IST

ଚଣ୍ଡୀଗଡ: ପଞ୍ଜାବ ଭଟିଣ୍ଡାର ରାମପାଲ ବେହେନିୱାଲ ନାମକ ଜଣେ ଆର୍କିଟେକ ଜେଟ ଆକୃତିରେ ଏକ ଗାଡି ତିଆରି କରିଛନ୍ତି । ଏହ ଘଣ୍ଟାପ୍ରତି 15ରୁ 20 କିଲୋମିଟର ଚାଲିବ ବୋଲି ସୂଚନା ମିଳିଛି । ଏହି ଗାଡି ନିର୍ମାଣ ପାଇଁ 3ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହାର ନାମ ପଞ୍ଜାବ ରାଫେଲ ରଖାଯାଇଛି । ଏହା ଖୁବ ଶୀଘ୍ର ମୋର ସାଂସ୍କୃତିକ ଉଦ୍ୟାନରେ ପ୍ରଦର୍ଶିତ ହେବ । ଯେଉଁମାନଙ୍କ ପକ୍ଷେ ବିମାନରେ ବସିବା ପାଇଁ ସମ୍ଭବ ନୁହେଁ ସେମାନେ ତାଙ୍କ ସ୍ବପ୍ନକୁ ଏହି ଯାନରେ ବସି ପୂରଣ କରିପାରିବେ ବୋଲି କହିଛନ୍ତି ଆର୍କିଟେକ ରାମପାଲ ବେହେନିୱାଲ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.