ଦେଖନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି

By

Published : Jul 9, 2021, 6:49 AM IST

Updated : Jul 9, 2021, 1:18 PM IST

thumbnail

ଅନବସରର 15 ଦିନରେ ଅଲାରନାଥଙ୍କ ମଙ୍ଗଳ ଆଳତି । ଏହି ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ମହାପ୍ରଭୁ ଅଣସର ଘରକୁ ଯିବା ପରେ ହଜାର ହଜାର ଭକ୍ତ ଅଲାରନାଥଙ୍କ ଦର୍ଶନ କରିଥାନ୍ତି । ଏହି ସମୟରେ ଅଲରାନାଥଙ୍କ କ୍ଷୀରି ଭୋଗ ଲାଗି ହୋଇଥାଏ । ଜଗନ୍ନାଥଙ୍କୁ 350 ଦିନ ଦର୍ଶନ କରିବାରେ ଯେଉଁ ପୁଣ୍ୟ ଅର୍ଜନ ହୋଇନଥାଏ, ଅଣସର ସମୟରେ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।

Last Updated : Jul 9, 2021, 1:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.