Kanwar Yatra: ୪୫୦ ମୁସଲମାନ ପରିବାର ତିଆରି କରୁଛନ୍ତି କାଉଡିବାଡି

By

Published : Jul 11, 2022, 10:56 PM IST

thumbnail
ଡେରାଡୁନ: ଆଗକୁ ଆସୁଛି ଶ୍ରାବଣ ମାସ । ଆଉ ଶ୍ରାବଣରେ ଆରମ୍ଭ ହୋଇଥାଏ କାଉଡିଆଙ୍କ ଯାତ୍ରା । ଦୂରଦୂରାନ୍ତରୁ କାଉଡିଆମାନେ ପାଣି ନେଇ ମହାଦେବଙ୍କ ଉପରେ ଢାଳିଥାନ୍ତି । ନିଜର ମାନସିକ ମହାଦେବ ପୁରଣ କରିଥାନ୍ତି ବୋଲି ବିଶ୍ବାସ ରହିଛି । ସେନେଇ ଏବେଠୁ ଆରମ୍ଭ ହେଲାଣୀ ପ୍ରସ୍ତୁତି । ଉତ୍ତରାଖଣ୍ତ ହରିଦ୍ବାରରେ ୪୫୦ ମୁସଲମାନ ପରିବାର କାଉଡିବାଡି ପ୍ରସ୍ତୁତିରେ ଲାଗିଛନ୍ତି । ପିଲାଠୁ ବୁଢା ସଭିଏଁ ଏ କାଉଡିବାଡି ତିଆରି କରୁଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.