thumbnail

କଟକଣା ଭିତରେ ତାରାତାରିଣୀଙ୍କୁ ଦର୍ଶନ କଲେ ସ୍ଥାନୀୟ ଶ୍ରଦ୍ଧାଳୁ

By

Published : Apr 13, 2021, 2:29 PM IST

Updated : Apr 13, 2021, 2:42 PM IST

ବ୍ରହ୍ମପୁର: କଟକଣା ମଧ୍ୟରେ ଚୈତ୍ର ମାସର ତୃତୀୟ ମଙ୍ଗଳବାର ଅବସରରେ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା' ତାରାତାରିଣୀ ପୀଠରେ ଆୟୋଜିତ ହୋଇଛି ମାଆଙ୍କ ପୂଜାର୍ଚ୍ଚନା । ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମାଆ ତାରାତାରିଣୀ ମନ୍ଦିରକୁ କେବଳ ସ୍ଥାନୀୟ ଅଞ୍ଚଳର ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯିବା ସହିତ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । କୋରୋନା କଟକଣା ଥିବାରୁ ଭକ୍ତଙ୍କ ସେଭଳି ବଡ ଧରଣର ଭିଡ ଜମି ନଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Apr 13, 2021, 2:42 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.