‘ୱାନ ନେସନ ୱାନ ରାସନ କାର୍ଡ’ ଲାଗୁ ଅପେକ୍ଷାରେ ରାୟଗଡା - ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ

🎬 Watch Now: Feature Video

thumbnail

By

Published : Jul 2, 2020, 10:24 PM IST

ରାୟଗଡା: ସାରା ଦେଶରେ ଆରମ୍ଭ ହୋଇଛି ୱାନ ନେସନ ୱାନ ରାସନ କାର୍ଡ ଯୋଜନା । ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କ ଖାଦ୍ୟ ସୁରକ୍ଷା ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଫଳରେ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କୁ ଏକକ ଖାଉଟି କାର୍ଡ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି । ଲକ୍ଷ୍ୟ ରହିଛି କୌଣସି ହିତାଧିକାରୀ ଯେପରି ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡିବେନି । ତେବେ ବର୍ତମାନ ରାୟଗଡା ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ଅନ୍ତଦ୍ଵୟ ଯୋଜନାରେ 45,341 ଜଣ ଉପଭୋକ୍ତା ରହିଛନ୍ତି । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ 2,02 ହଜାର 240 ଜଣ ହିତାଧିକାରୀ ସାମିଲ ହୋଇ ପାରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ବଳରେ 5,973 ଜଣ ଉପଭୋକ୍ତା ଉପକୃତ ହେଉଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.