ଅବହେଳିତ ପର୍ଯ୍ୟଟନସ୍ଥଳୀ 'ବାବା ବକ୍ରେଶ୍ବର ପୀଠ' - _baba bakreswar pitha
🎬 Watch Now: Feature Video
ବାଲେଶ୍ବର: ଜିଲ୍ଲାର ଖଇରା ବ୍ଲକ ମାଖନପୁର ପଞ୍ଚାୟତର ତରାଙ୍ଗରେ ରହିଛି ବାବା ବକ୍ରେଶ୍ବରଙ୍କ ପୀଠ । ବାବାଙ୍କ ମହିମା ଓ ଅଲୌକିକ ଘଟଣା ପାଇଁ ଏହି ପୀଠ ପର୍ଯ୍ୟଟନସ୍ଥଳୀର ମାନ୍ୟତା ହାସଲ କରିଛି । ଯେଉଁଥିପାଇଁ ପ୍ରତିଦିନ ବହୁ ଦୁରଦୂରାନ୍ତରୁ ପୀଠକୁ ଭକ୍ତଙ୍କ ସୁଅ ଛୁଟିଥାଏ।