ଯାଜପୁର-ଭଦ୍ରକ ସୀମାରେ ପୋଲିସର କଡାକଡି ଚେକିଂ - Jajpur-Bhadrak border
🎬 Watch Now: Feature Video
ଯାଜପୁର: ଜିଲ୍ଲାରେ 7 କୋରୋନା ଆକ୍ରାନ୍ତ । ଜିଲ୍ଲାର 13ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଅନ୍ୟପଟେ ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ମାନ ବସୁଛି । ଅନ୍ୟପଟେ ଯାଜପୁର ପଡୋଶୀ ଜିଲ୍ଲା ଭଦ୍ରକରେ କୋରୋନା ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି । ଫଳରେ ଦୁଇ ଜିଲ୍ଲାର ବର୍ଡରରେ କଡାକଡି ଚେକିଂ ଚାଲିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ