ପଞ୍ଚାୟତ ନିର୍ବାଚନକୁ ଅବାଧ୍ୟ ଓ ନିରପକ୍ଷ କରିବାକୁ କଡା ନିର୍ଦ୍ଦେଶ: ଦକ୍ଷିଣାଞ୍ଚଳ IG - ଦକ୍ଷିଣାଞ୍ଚଳ IG ପଞ୍ଚାୟତ ନିର୍ବାଚନ ବାର୍ତ୍ତା
🎬 Watch Now: Feature Video
ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନକୁ ଅବାଧ୍ୟ ଓ ନିରପକ୍ଷ କରିବାକୁ କଡାକଡି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଦକ୍ଷିଣାଞ୍ଚଳ IG ସତ୍ୟବ୍ରତ ଭୋଇ । ନିର୍ବାଚନର ପୂର୍ବ ପ୍ରସ୍ତୁତି କିମ୍ବା କୌଣସି ହିଂସାକୁ ପ୍ରତିହତ କରିବା ପୋଲି ସଦା ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏଥିସହିତ ଯଦି ଦରକାର ପଡେ ତାହେଲେ ଅଧିକ ପୋଲିସ ବଳ ମୂତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ