thumbnail

By

Published : Jun 30, 2020, 1:18 PM IST

ETV Bharat / Videos

କଟକ କଣ୍ଟେନମେଣ୍ଟ ଜୋନରେ କିଭଳି ରହିଛି ସ୍ଥିତି, ଦେଖନ୍ତୁ ଚିତ୍ର

କଟକ: ଜିଲ୍ଲାରେ ଲୋକାଲ କେସ୍‌ ବଢାଉଛନ୍ତି ଟେନସନ । ଜୁନ 29ରେ ଆସିଥିବା 17ଟି ପଜିଟିଭ କେସ୍‌ ମଧ୍ୟରୁ 11ଜଣ ସ୍ଥାନୀୟ ବାସିନ୍ଦା ରହିଥଲେ । ସୂଚନାଥାଉକି, ସିଡିଏର କଣ୍ଟେନମେଣ୍ଟ ଜୋନରେ 39ଟି ପ୍ଲଟ ରହିଛି । ତେବେ କଣ୍ଟେନମେଣ୍ଟ ଜୋନରେ କିଭଳି ସ୍ଥିତି ରହିଛି, ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ.. କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.