ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ମାମଲା, ଗୁଣପୁର ତହସିଲଦାର ନିଲମ୍ବିତ - ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ଖବର
🎬 Watch Now: Feature Video
ରାୟଗଡା: ଗତ ଶୁକ୍ରବାର ଦିନ ଓକିଲଗୁଡ଼ା ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁବରଣ ଘଟଣାର ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଗତ ଦିନରେ ରାୟଗଡ଼ା ଜିଲ୍ଲାପାଳ ଜଣେ ଆରଆଇ, ଦୁଇଜଣ ଏଆରଆଇଙ୍କ ବିରୋଧିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୁଣପୁର ତହସିଲଦାରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟସରକାରଙ୍କୁ ସୁପାରିଶ କରିଥିଲେ ।