ଫେବୃଆରୀରେ ପିକରେ ପହଞ୍ଚିବ କୋରୋନା, ଆବଶ୍ୟକ ନାହିଁ ଲକଡାଉନ: କଟକ ADMO - ଫେବ୍ରୁଆରୀରେ ପିକରେ ପହଞ୍ଚିବ କୋରୋନା

🎬 Watch Now: Feature Video

thumbnail

By

Published : Jan 11, 2022, 10:17 PM IST

କଟକ: ରାଜ୍ୟରେ ଦିନକୁ ଦିନ କାୟା ମେଲାଉଛି କୋରୋନା । ସ୍ଥିତି ଏମିତିକି ଏହାର ସଂଖ୍ୟା ଦ୍ରୁତ ଗତିରେ ବଢି ବଢି ଚାଲିଛି । ଏଥିରୁ ବାଦ ପଡିନି କଟକ ଜିଲ୍ଲା । କଟକରେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଥିଲା ବେଳେ ଆଜି ଏହାର ସଂଖ୍ୟା ୫୦୦ ରେ ପହଞ୍ଚିଛି । ଜିଲ୍ଲାରେ ୧୦୦ ରୁ ଉର୍ଦ୍ଧ୍ଵ କୋରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୪ ଟି ହସ୍ପିଟାଲରେ ୯୬୫ ଟି ବେଡ଼ ପ୍ରସ୍ତୁତ ରଖାଯାଇ ଥିବାବେଳେ ଆବଶ୍ୟକ ପଡ଼ିଲେ ଏହାର ବେଡ଼ ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ । ତେବେ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କି କି ବ୍ୟବସ୍ଥା କରାଯାଇଛି ? ଲକଡାଉନର ଆବଶ୍ୟକ ରହିଛି କି ? କିପରି ଏହାର ନିୟନ୍ତ୍ରଣ କରାଯିବ ? ଏନେଇ କଟକ ADMO ଡାକ୍ତର ଉମେଶ ରାୟଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.