ଜନ୍ମ ମାଟିରେ ପହଞ୍ଚିଲା ଯବାନଙ୍କ ପାର୍ଥୀବ ଶରୀର - odia jawan praveer nayak deadbody reached in jajpur

🎬 Watch Now: Feature Video

thumbnail

By

Published : Oct 9, 2019, 6:09 PM IST

ଯାଜପୁର:  ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନ ପ୍ରବୀର ନାୟକଙ୍କ ମରଶରୀର । ହେଲେ  ନିଜ ମାଟିରେ ମିଳିଲାନି ସମ୍ମାନ । ଏ ନେଇ ଶହୀଦଙ୍କ ପରିବାର ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ଏପଟେ ପୋଲିସ ପ୍ରଶାସନ ପହଞ୍ଚି ପରିବାର ଲୋକଙ୍କ ସହ ଆଲେଚନା କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.