ପଦ୍ମ ସମ୍ମାନର ସଫଳତା କହିଲେ ପ୍ରତିଭା ରାୟ - ୭ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର
🎬 Watch Now: Feature Video
ଭୁବନେଶ୍ବର: ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଘୋଷଣା ହେଲା ପଦ୍ମ ପୁରସ୍କାର ତାଲିକା । ଓଡ଼ିଶାର ୬ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେବେ । କୌଣସି କାମ ଛୋଟବଡ ନୁହେଁ ବରଂ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ବୋଲି କହିଛନ୍ତି ଔପନ୍ୟାସିକା ପ୍ରତିଭା ରାୟ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Jan 26, 2022, 8:10 PM IST