ରାଜ୍ୟବାସୀଙ୍କ ପାଇଁ DGP ସୁନୀଲ ବଂଶଲଙ୍କ ସ୍ବତନ୍ତ୍ର ବାର୍ତ୍ତା, ଦୃଢ ହେବ ଆଇନ ଶୃଙ୍ଖଳା

By

Published : Jan 1, 2022, 5:04 PM IST

thumbnail
କଟକ: ନୂତନ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ(DGP) ଦାୟିତ୍ବ ନେବା ପରେ ସୁନୀଲ କୁମାର ବଂଶଲ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ବାର୍ତ୍ତା । ରାଜ୍ୟରେ ଯେପରି ସମସ୍ତଙ୍କ ପାଖେ ଠିକଭାବେ ଆଇନ ଶୃଙ୍ଖଳା ପହଞ୍ଚିପାରିବ, ସେନେଇ ଜୋର ଦେବେ ବୋଲି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.