କଂଗ୍ରେସର CBI ଅଫିସ୍ ଘେରାଉ, ପ୍ରତିବାଦ ସମୟରେ ନରସିଂହ ମିଶ୍ର ଅସୁସ୍ଥ - କଂଗ୍ରେସର CBI ଅଫିସ୍ ଘେରାଉ
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟ ସିବିଆଇ ମୁଖ୍ୟାଳୟ ଘେରାଉ କଲା କଂଗ୍ରେସ । ତ୍ରିରଙ୍ଗା ଶୋଭାଯାତ୍ରାରେ ଆସି ଘେରାଉ କଲା କଂଗ୍ରେସ । ତେବେ ଏହି ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇ ପଡିଛନ୍ତି । ଭାଷଣ ଦେଇସାରିବା ପରେ ଛାତି ଧରି ତଳେ ବସି ପଡିଥିଲେ ନରସିଂହ ମିଶ୍ର । ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।