ରସୁଲଗଡ ପୂଜାମଣ୍ଡପରେ ଚାଲିଛି ମା’ଙ୍କ ଅଷ୍ଟମୀ ପୂଜା - bbsr news udate
🎬 Watch Now: Feature Video
ଆଜି ମା’ଙ୍କ ମହାଷ୍ଟମୀ ପୂଜା । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ କୋଭିଡ କଟକଣା ମଧ୍ୟରେ ଚାଲିଛି ମା’ଙ୍କ ପୂଜା ନୀତି । ତେବେ କେମିତି ରହିଛି ରାଜଧାନୀର ଅନ୍ୟତମ ପ୍ରସିଦ୍ଧ ପୂଜା ମଣ୍ଡପ ରସୁଲଗଡର ଚିତ୍ର, ଦେଖନ୍ତୁ ଭିଡିଓ....