NLCର କୋଇଲା ଖଣିରେ ସ୍ଥାନୀୟ ପ୍ରଭାବିତଙ୍କ ନିଯୁକ୍ତି ନେଇ ବଢୁଛି ଜନ ଅସନ୍ତୋଷ - ସ୍ଥାନୀୟ ପ୍ରଭାବିତଙ୍କ ନିଯୁକ୍ତି

🎬 Watch Now: Feature Video

thumbnail

By

Published : Sep 16, 2020, 8:40 PM IST

ସମ୍ବଲପୁର: ଜିଲ୍ଲା ସହ ଝାରସୁଗୁଡା ସୀମାରେ ଥିବା ତଲାବିରା 2 ଓ 3 କୋଇଲା ଖଣିରେ ନେଭେଲି ଲିଗନାଇଟ କର୍ପୋରେସନ ବା NLC କମ୍ପାନୀ କୋଇଲା ଖନନ ଆରମ୍ଭ କରିବା କରିବା ଦିନଠୁ ସ୍ଥାନୀୟ ପ୍ରଭାବିତ ଲୋକଙ୍କ ଥଇଥାନ ଓ ନିଯୁକ୍ତି ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । 34 ବର୍ଷ ପାଇଁ କୋଇଲା ଖନନ କରିବାର ଅନୁମତି ପାଇଥିବା କମ୍ପାନୀ ନିଜର ପ୍ରତିଶୃତି ମୁତାବକ ସ୍ଥାନୀୟ ନିଯୁକ୍ତି ଦେଉନଥିବାବେଳେ କିନ୍ତୁ ଜିଲ୍ଲା ପ୍ରଶାସନ କମ୍ପାନୀକୁ ପ୍ରୋତ୍ସାହନ ଦେଇ ଆସୁଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ସ୍ଥାନୀୟ ପ୍ରଭାବିତ ଲୋକଙ୍କୁ କମ୍ପାନୀ ନିଯୁକ୍ତି ଦେଉନଥିବା ଅଭିଯୋଗ କରି ବିଭିନ୍ନ ସଂଗଠନ ପକ୍ଷରୁ ଅଗଷ୍ଟ 10ରୁ କମ୍ପାନୀ ବିରୁଦ୍ଧରେ ଧାରଣା ଓ ଆନ୍ଦୋଳନ ଆରମ୍ଭ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.