ଐତିହାସିକ ସୀତାବିଞ୍ଜ: କାଗଜ କଲମରେ ପର୍ଯ୍ୟଟନସ୍ଥଳୀ ମାନ୍ୟତା, ଅସନ୍ତୋଷ ପର୍ଯ୍ୟଟକ - କେନ୍ଦୁଝରର ପର୍ଯ୍ୟଟନ ସ୍ଥଳୀ
🎬 Watch Now: Feature Video
କେନ୍ଦୁଝର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କେନ୍ଦୁଝରର ପର୍ଯ୍ୟଟନ ସ୍ଥଳୀ । ସେଥିପାଇଁ ତ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଏଠାକୁ ଧାଇଁ ଆସି ଥାନ୍ତି । ତେବେ ସେହି ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରୁ ଐତିହାସିକ ସୀତାବିଞ୍ଜ ଅନ୍ୟତମ । କିମ୍ବଦନ୍ତୀ କୁହେ ଏଠାରେ ସୀତାଙ୍କ ଭଣ୍ଡାର ଘର ଥିବା ବେଳେ ଲବକୁଶଙ୍କ ଏହା ଏନ୍ତୁଡିଶାଳ।
Last Updated : Dec 15, 2020, 7:16 PM IST