thumbnail

By

Published : Oct 15, 2021, 7:25 PM IST

ETV Bharat / Videos

ଦଶମୀରେ କାହିଁକି ହୁଏ ସିନ୍ଦୁର ଖେଳ ? ଜାଣନ୍ତୁ...

କଟକ: ବିଜୟା ଦଶମୀ ଅବସରରେ ସମସ୍ତ ପୂଜା ମଣ୍ଡପରେ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଛି । ଏହି ପୂଜାରେ ସିନ୍ଦୁର ଖେଳର ପରମ୍ପରା ରହିଛି । ମହିଳା ଭକ୍ତମାନେ ମା'ଙ୍କ ପାଦରେ ସିନ୍ଦୁର ଲଗାଇ ପରସ୍ପର ମଧ୍ୟରେ ସିନ୍ଦୁର ଖେଳିଥାଆନ୍ତି । ଝିଅ ଟିଏ ବାପ ଘରୁ, ଶାଶୁ ଘରକୁ ଫେରିବା ସମୟରେ ଯେଉଁ ପରିବେଶ ଥାଏ ସିନ୍ଦୁର ଖେଳ ସମୟରେ ସେଭଳି ପରିବେଶ ସୃଷ୍ଟି ହୁଏ । ମା'ଙ୍କୁ ନିଜ ଝିଅ ଭଳି ବିଦାୟ ଦେବାର ପରମ୍ପରା ରହିଛି । ତେବେ ଏହି ସିନ୍ଦୁର ଖେଳକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ଏନେଇ କଟକ ଶାନ୍ତ ସାହି ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.