ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ଜଗନ - କେନ୍ଦ୍ରାପଡା ଜଗନ
🎬 Watch Now: Feature Video
କେନ୍ଦ୍ରାପଡା: ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ଦିବ୍ୟାଙ୍ଗ ମାନେ ସମାଜରେ ସସମ୍ମାନେ ବଞ୍ଚିବେ ଅନ୍ୟ ମାନଙ୍କ ଭଳି ସମସ୍ତ ସୁବିଧା ପାଇବେ ଏଥିପାଇଁ ନାନା ବ୍ୟବସ୍ଥା କରିଛନ୍ତି ସରକାର । ହେଲେ ସବୁକିଛି ଯେମିତି ମୂଲ୍ୟହୀନ ହୋଇପଡିଛି ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତରେ ରହୁଥିବା ଜଗନ ଦାସଙ୍କ ପାଇଁ । ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି ।