କୋରୋନା ରୋଗୀଙ୍କୁ ଦେବେ କି ନାହିଁ ହୋମିଓପାଥି ? ଜାଣନ୍ତୁ

🎬 Watch Now: Feature Video

thumbnail

By

Published : Feb 5, 2022, 5:40 PM IST

ଭୁବନେଶ୍ବର: କୋରୋନାକୁ ନେଇ ରାଜ୍ୟ ସରକାରଙ୍କର ସାମ୍ବାଦିକ ସମ୍ମିଳନୀ । ହୋମିଓପାଥିରେ କୋରୋନା ଉପଚାର ହୋଇପାରିବ କି ନାହିଁ ସେନେଇ ଅଧିକ ଆଲୋଚନା କରିଛନ୍ତି ଡାକ୍ତର । କୋଭିଡ ରୋଗୀ ଉପରେ ହୋମିଓପାଥିର ପ୍ରଭାବ, ଏଲୋପାଥିକ ଖାଇଥିବା ସଂକ୍ରମିତ ହୋମିଓପାଥି ଖାଇବା ଦ୍ବାରା କି ପ୍ରଭାବ ପଡେ ସେନେଇ ଅଧିକ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.