thumbnail

By

Published : Oct 27, 2020, 3:41 PM IST

ETV Bharat / Videos

ବିନା ରୋଷଣୀରେ ବିଦାୟ ନେଲେ ମା’

ଖୋର୍ଦ୍ଧା: ସରିଲା ଶାରଦୀୟ ପୂଜା । ଆଜି ହେଉଛି ମା’ଙ୍କ ଭଷାଣ ଉତ୍ସବ । ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ଖୋର୍ଦ୍ଧା ସହରରୁ ବିଦାୟ ନେଉଛନ୍ତି ଜଗତଜନନୀ ମା’ ଦୁର୍ଗେ । ବିନା ବାଜା ବାଣରେ ମେଲାଣି ନେଇଛି । ଆଜି ଦିନ 10ଟାରେ ମା’ଙ୍କ ପ୍ରତିମାକୁ ଅଣାଯାଇ ଜିଲ୍ଲା ପ୍ରଶାସନ କରିଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.