ନିମାପଡା ଧନୁଁଆ ପଞ୍ଚାୟତରେ ବନ୍ୟାଜଳ, ଦେଖନ୍ତୁ ଗ୍ରାଉଣ୍ଡଜିରୋ ରିପୋର୍ଟ - odisha flood
🎬 Watch Now: Feature Video
ପୁରୀ: ନିମାପଡା ବ୍ଲକର ଅନେକ ଗାଁ ଜଳବନ୍ଦୀ । ଭାର୍ଗବି ଓ ଧନୁଁଆ ନଦୀରେ ବନ୍ୟାଜଳ ପ୍ରବେଶ ଯୋଗୁଁ ଏବେ ଜଳ ଘେରରେ ବ୍ଲକର ଅନେକ ପଞ୍ଚାୟତ । ତେବେ ଧନୁଁଆ ପଞ୍ଚାୟତରେ କିଭଳି ରହିଛି ସ୍ଥିତି ଦେଖନ୍ତୁ ଗ୍ରାଉଣ୍ଡଜିରୋରୁ ଏହି ରିପୋର୍ଟ ।
ନିମାପଡାରୁ ତାପସ ପରିଡା, ଇଟିଭି ଭାରତ