ଚକଡା ଚଡକ: ଫସଲରେ ନିଆଁ ଲଗାଇଲେ ଚାଷୀ - ଚାଷୀଙ୍କ ପାଇଁ କାଳ ସାଜିଛି ଚକଡା ପୋକ

🎬 Watch Now: Feature Video

thumbnail

By

Published : Nov 12, 2019, 3:37 PM IST

କଳାହାଣ୍ଡି: ଚାଷୀଙ୍କ ପାଇଁ କାଳ ସାଜିଛି ଚକଡା ପୋକ । ସୁବର୍ଣ୍ଣପୁର ପରେ କଳାହାଣ୍ଡିରେ ଫସଲ ଜାଳିଲେ ଚାଷୀ । କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକର କଣ୍ଡରେଇ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖଗେଶ୍ବର ଭୋଇ ନାମକ ଜଣେ ଚାଷୀ ଧାର କରଜ କରି 2 ଏକର ଜମିରେ ଧାନ ଚାଷ କରିଥିଲେ । କିନ୍ତୁ ଫସଲ ଅମଳ ସମୟରେ ଚକଡା ମାଡି ଯିବାରୁ ଋଣ ଭାରକୁ ନେଇ ସେ ମାନସିକ ଚାପରେ ରହୁଥିଲେ । ଯାହାର କ୍ଷୋଭ ପ୍ରକାଶ କରି ଶେଷରେ ସେ ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.