ଗୀତ ମାଧ୍ୟମରେ ‘ଇଟିଭି ଭାରତ’ର କୋରୋନା ସଚେତନତା, ଦେଖନ୍ତୁ ଭିଡିଓ... - ଇଟିଭି ଭାରତର ପ୍ରୟାସ

🎬 Watch Now: Feature Video

thumbnail

By

Published : Apr 1, 2020, 3:09 PM IST

Updated : Apr 1, 2020, 5:54 PM IST

ଭୁବନେଶ୍ବର: ‘ଇଟିଭି ଭାରତ’ସହଯୋଗୀତାରେ ଇଟିଭି ନେଟୱାର୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି କୋରୋନା ସଚେତନତା ଗୀତ ‘କୋରୋନାକୁ କେହି ଡରନା’ । ଏହି ଗୀତଟି ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁବାଷ ଦାସ ଲେଖିବା ସହ ନିଜେ କଣ୍ଠଦାନ କରିଛନ୍ତି । ସଙ୍ଗୀତଟି ବେଶ ମନଛୁଆଁ ହୋଇଥିବା ବେଳେ ସୁବାଷ ଦାସଙ୍କ କଣ୍ଠସ୍ବର ଏହାକୁ ଅଧିକ ସୁମଧୁର କରିପାରିଛି । ଦେଖନ୍ତୁ ଭିଡିଓ...
Last Updated : Apr 1, 2020, 5:54 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.