ମନରେଗାରେ ମହାଦୁର୍ନୀତି, ବର୍ଷେ ହେଲାଣି ମିଳିନି ପାରିଶ୍ରମିକ

By

Published : Jan 7, 2020, 7:27 PM IST

thumbnail
କଳାହାଣ୍ଡି: ମନରେଗାରେ ମହାଦୁର୍ନୀତି । ପରିଶ୍ରମ ପରେ ବି ଭୋକରେ ଶ୍ରମିକ । ପୋଖରୀ ଖୋଳିଲେ, ହେଲେ ପାରିଶ୍ରମିକ ପାଇଁ ବିତିଗଲାଣି ବର୍ଷେ । ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କଳାହାଣ୍ଡି-ଥୁଆମୂଳ ବ୍ଲକର ମୋତାଚୁଆଁ ଗାଁରୁ । ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବାକୁ 2005ରେ ଆରମ୍ଭ ହୋଇଥିଲା ମନରେଗା ଯୋଜନା । ହେଲେ ଏଠି ନିଯୁକ୍ତି ଦେଇ ଶ୍ରମିକଙ୍କ ଟଙ୍କା ଆତ୍ମସାତ କରାଯାଇଥିବାର ଅଭିଯୋଗ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.