କୋରୋନା ସଚେତନ କରିବା ସହ ପାଣ୍ଠି ସଂଗ୍ରହ କରୁଛନ୍ତି ଗ୍ରାମବାସୀ - corona awarness
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6841926-thumbnail-3x2-sambalpur.jpg)
ସାରା ଦେଶରେ କୋଭିଡ 19 ପାଇଁ ଲକଡାଉନ ଜାରି ରହିଥିବା ବେଳେ ସରକାର ଏହା କୋରୋନା ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି। ସରକାର ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛନ୍ତି। ତେବେ ଲକଡାଉନ ପାଇଁ ସରକାରଙ୍କୁ ପାଣ୍ଠିର ଅଵଶ୍ୟକତା ପଡୁଛି। ସେଥିପାଇଁ ସରକାର ଲୋକଙ୍କୁ ଶକ୍ତି ମୁତାବକ ପାଣ୍ଠି ଦାନ କରିବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ ବିଭିନ୍ନ ବର୍ଗର ଲୋକ ଓ ସଂଗଠନ ତରଫରୁ ପାଣ୍ଠି ଦାନ ମଧ୍ୟ କରାଯାଉଛି। ତେବେ ଗ୍ରାମାଞ୍ଚଳର ଲୋକ ମଧ୍ୟ କମ ସଚେତନ ନୁହନ୍ତି।