'ବୁଲବୁଲ' ଭୟରେ ସମୁଦ୍ରକୂଳିଆ
🎬 Watch Now: Feature Video
କେନ୍ଦ୍ରାପଡା: 'ବୁଲବୁଲ' ପ୍ରଭାବରେ ଅଶାନ୍ତ ସମୁଦ୍ର । ଆଉ ସମୁଦ୍ରର ଗର୍ଜନ ଓ କୂଳ ଲଙ୍ଗିବାର ବ୍ୟଗ୍ରତା କେନ୍ଦ୍ରାପଡା ରାଜନଗର ବ୍ଲକ ପେଣ୍ଠ ସମୁଦ୍ରକୂଳିଆବାସୀଙ୍କୁ ଭୟଭୀତ କରୁଛି । ଦେଖନ୍ତୁ ଆମ ସାମ୍ବାଦିକଙ୍କ ସହ ସେହି ପେଣ୍ଠ ସମୁଦ୍ରକୂଳର ଜ୍ବଳନ୍ତ ଦୃଶ୍ୟ...