MSP ପ୍ରସଙ୍ଗରେ ବିଜେପି ଆପଣାଉଛି ଦୋମୁହାଁ ନୀତି: ବିଜେଡି - ଏମଏସପି ପ୍ରସଙ୍ଗ
🎬 Watch Now: Feature Video
ଭୁବନେଶ୍ବର: ଏମଏସପି ପ୍ରସଙ୍ଗକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ ବିଜେଡି ମଧ୍ୟ ବିଜେପିର ଆଭିମୁଖ୍ୟ ଉପରେ ଆରୋପ ଉଠାଇଛି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଧାନର କ୍ବିଣ୍ଟାଲ ପିଛା ଏମଏସପି 2930 ଟଙ୍କା ରଖିବାକୁ ବିଧାନସଭାରେ 2017 ଓ 18ରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା ।