ଚକୋଲେଟ ମୂର୍ତ୍ତିରେ ଦୁଷ୍କର୍ମକାରୀଙ୍କୁ ଚେତାବନୀ - ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଘଟଣା

🎬 Watch Now: Feature Video

thumbnail

By

Published : Dec 17, 2019, 1:17 PM IST

ଛୁଆ ଠୁ ବୁଢା ସଭିଙ୍କ ପ୍ରିୟ ଚକଲେଟ । ଆଉ ଏହି ଚକୋଲେଟରେ ତିଆରି ମୂର୍ତ୍ତି ମାଧ୍ୟମରେ ସଚେତନାତା ବାର୍ତ୍ତା ବାଣ୍ଟୁଛନ୍ତି ରାଜଧାନୀ ଭୁବନେଶ୍ବରର ସେଫ ରାକେଶ ଓ ତାଙ୍କ ଟିମର ଦୁଇ ସଦସ୍ୟ । ଚକୋଲେଟର ମିଠାସ୍ବାଦ ମଧ୍ୟରେ ଦୁଷ୍କର୍ମକାରୀଙ୍କୁ କଡା ଚେତାବନୀ । ଯୌନପିପାସୁ ହୋଇଯାଅ ସାବଧାନ । ନଚେତ ଖୁବ କମଦିନରେ ଫାଶୀଖୁଣ୍ଟରେ ଝୁଲିବା ଅନିବାର୍ଯ୍ୟ ବୋଲି ଚେତାଇ ଦେଇଛନ୍ତି ରାଜଧାନୀର ଏହି ସେଫ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.