ସରିଲା 2 ଦିନିଆ ରିମାଣ୍ଡ, ଏସଡିଜେଏମ କୋର୍ଟରେ ହାଜର ହେଲେ ପ୍ରଦୀପ
🎬 Watch Now: Feature Video
ଭୁବନେଶ୍ବର: ସରିଲା ପ୍ରଦୀପଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି । ଆଜି(ଗୁରୁବାର) ଏସଡିଜେଏମ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଡିସେମ୍ବର 15ରେ ପ୍ରଦୀପଙ୍କୁ 2 ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ ଏସଆଇଟି ଟିମ । ଏହି ରିମାଣ୍ଡ ସମୟରେ ଆକାଶ ଓ ପ୍ରଦୀପଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା ।