thumbnail

By

Published : Nov 24, 2020, 1:52 PM IST

ETV Bharat / Videos

ବିଧାନସଭା ସମ୍ମୁଖରେ ’ପରୀ’ ବାପା ମା’ଙ୍କ ଆତ୍ମହୁତି ଉଦ୍ୟମ

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ । ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି । ନାବାଳିକାକୁ ଝିଅକୁ ନ୍ୟାୟ ନ ମିଳିବାରୁ ଆଜି ପରୀର ବାପା ମାଆ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ଉପସ୍ଥିତ ଥିବା ପୋଲିସ ସେମାନଙ୍କୁ ଉଦ୍ଧାର କରିବା ସହ କାବୁ କରିନେଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.