ଆଜିଠୁ ବାରବାଟୀରେ ଟିକେଟ ବିକ୍ରି ଆରମ୍ଭ, କାଉଣ୍ଟରରେ ଖଚାଖଚ ଭିଡ଼ - ବାରବାଟୀରେ ଆଜି ଠାରୁ ଅଫଲାଇନ ଟିକେଟ ବିକ୍ରି

🎬 Watch Now: Feature Video

thumbnail

By

Published : Dec 19, 2019, 9:56 AM IST

କଟକ: ବାରବାଟୀରେ ମହାଲଢେଇ । ଆଜି ଠାରୁ ଅଫଲାଇନ ଟିକେଟ ବିକ୍ରି । ଡିସେମ୍ବର 22ରେ ପୋଲାର୍ଡ ବାହିନୀ ସହ ମୁଁହାମୁହିଁ ହେବ ଭାରତ । ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ କାଉଣ୍ଟରରେ ଆରମ୍ଭ ହେଲେଣି ଟିକେଟ୍‌ ବିକ୍ରି । 12ଟି କାଉଣ୍ଟରରେ ଟିକେଟ ବିକ୍ରି । ଟିକେଟ ନେବା ପାଇଁ ଷ୍ଟାଡିଅମ ବାହାରେ କ୍ରୀଡ଼ାପ୍ରେମୀଙ୍କ ଖଚାଖଚ ଭିଡ଼ । ସେପଟେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ 13 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏନେଇ ଅଧିକ ଆଲୋଚନା କରୁଛନ୍ତି ପ୍ରତିନିଧି ପ୍ରଭୁ କଲ୍ୟାଣ ପାଲ ଆସନ୍ତୁ ଶୁଣିବା...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.