thumbnail

ସୁନା ଆଣିଲେ ସୁନାଝିଅ: ପାର୍ବତୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

By

Published : Feb 9, 2020, 4:17 PM IST

କଟକ: ପୁଣି ଓଡିଶାକୁ ଗୌରବାନ୍ବିତ କଲେ ସୁନା ଝିଅ ପାର୍ବତୀ ସେଠି । ବରୋଦାରେ ଖେଳାଯାଇଥିବା ତୃତୀୟ ଜାତୀୟ ମାଷ୍ଟର ଗେମରେ ସର୍ଟ ପୁଟ ଓ ଡିସ୍କସ ଥ୍ରୋରେ 2ଟି ସ୍ଵର୍ଣ ପଦକ ହାସଲ କରିଛନ୍ତି । ତେବେ କେମିତି ଥିଲା ପାର୍ବତୀଙ୍କ ଯାତ୍ରା ତାଙ୍କ ସହ ଏନେଇ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.