ଆଇପିଏଲ 2020: ରାଜସ୍ଥାନ-କୋଲକାତା ମ୍ୟାଚର ରେକର୍ଡ ଗଣତି

By

Published : Sep 30, 2020, 9:38 PM IST

thumbnail
ଦୁବାଇ: ମଙ୍ଗଳବାରର ମହା ଲଢେଇ ପରେ ଆଜି ଆଇପିଏଲର 12ତମ ମ୍ୟାଚ । ରୟାଲ୍ସ ଓ ନାଇଟ ରାଇଡର୍ସ ମଧ୍ୟରେ ହେବ ଲଢେଇ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ତେବେ ଆଜି ପ୍ରଥମ କରି ଏହି ପିଚରେ ମ୍ୟାଚ ଖେଳିବେ ଦୁଇ ଦଳ । ପିଚର ରେକର୍ଡ କହୁଛି ଏଠାରେ ମୋଟ 5ଟି ମ୍ୟାଚ ଖେଳ ସରିଛି । ଯେଉଁଠି ପ୍ରଥମ ବ୍ୟାଟିଂ କରିଥିବା ଦଳ ହିଁ ବିଜୟ ହାସଲ କରିଛି । ତେଣୁ ଆଜି ମ୍ୟାଚରେ ଟସ ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.