'ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ଫେବରେଟ' - ଦ୍ୱିତୀୟ ଦିନିକିଆରେ ଭାରତ ଫେବରିଟ

🎬 Watch Now: Feature Video

thumbnail

By

Published : Mar 26, 2021, 2:51 PM IST

କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ । ଆହତ କରଣରୁ ଦଳରୁ ବାଦ ପଡିଛନ୍ତି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର । ଆଜିର ମ୍ୟାଚରେ ବିଜୟ ସହ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଆଗୁଆ କବ୍ଜା କରିବା ଲକ୍ଷ୍ୟ ରହିଛି ଘରୋଇ ଦଳ । ଅନ୍ୟପଟେ ଇଂଲଣ୍ଡ ପାଇଁ ଏହି ମ୍ୟାଚ କର ବା ମର ସଦୃଶ ହୋଇଛି । ତେବେ ମ୍ୟାଚ ରଣନୀତି ନେଇ କଣ କହୁଛନ୍ତି କ୍ରିକେଟ ଏକ୍ସପର୍ଟ.. କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.