thumbnail

By

Published : Feb 19, 2022, 3:53 PM IST

Updated : Feb 3, 2023, 8:17 PM IST

ETV Bharat / Videos

panchayat takkar: ନିର୍ବାଚନ ମୈଦାନରେ ସମାଜସେବୀ

ନୟାଗଡ଼: ନିର୍ବାଚନ ମୈଦାନରେ ସମାଜସେବୀ କିଶୋର ଚନ୍ଦ୍ର ସାହୁ l ନୟାଗଡ଼ ଜିଲ୍ଲା ଚଣ୍ଡୀବସ୍ତ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀଭାବେ ସେ ନିର୍ବାଚନ ରଣାଙ୍ଗନରେ ପାଦ ଦେଇଛନ୍ତି। କୋରୋନା ମହାମାରୀ ସମୟରେ ପ୍ରବାସୀଙ୍କୁ ସାହାଯ୍ୟ ତଥା ଜିଲ୍ଲାବାସୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରି ସେ ଖୁବ ଚର୍ଚ୍ଚାରେ ଥିଲେ l ତେବେ ଆଗକୁ ମଧ୍ୟ ଏହିଭଳି ଭାବେ ସମାଜସେବା କରିବା ପାଇଁ କିଶୋର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.