ପୁଣି ସୁଟିଂକୁ ଫେରିଲେ ବେବୋ, ଏହି ଶୋ'ରେ ଆସିବେ ନଜର... - ପୁଣି ସୁଟିଂକୁ ଫେରିଲେ ବେବୋ

🎬 Watch Now: Feature Video

thumbnail

By

Published : Mar 23, 2021, 6:01 PM IST

ମୁମ୍ବାଇ: ବି-ଟାଉନର ବେବୋ କରୀନା କପୁର ଖାନ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାର ଗୋଟିଏ ମାସ ପରେ କାମକୁ ଫେରିଛନ୍ତି । କିଛି ଦିନ ପୂର୍ବେ ତାଙ୍କୁ ମୁମ୍ବାଇର ଏକ ଷ୍ଟୁଡିଓରେ ଦେଖିବାକୁ ମିଳିଥିଲା । ସେ ସେଲିବ୍ରିଟି କୁକିଂ ଶୋ'ରେ ଖୁବଶୀଘ୍ର ନଜର ଆସିବେ । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.