thumbnail

'ପୌରୁଷପୁର'କୁ ନେଇ ଇଟିଭି ଭାରତ ସହ ଶିଳ୍ପା ସିନ୍ଦେଙ୍କର ଖାସ୍ ବାର୍ତ୍ତାଳାପ

By

Published : Jan 2, 2021, 8:31 PM IST

ଲକ୍ଷ୍ନୌ: ଡିସେମ୍ବର 29ରେ ଅଲ୍ଟ ବାଲାଜୀ ଏବଂ ଜି5 ର ନୂତନ ୱେବ୍ ସିରିଜ୍ 'ପୌରୁଷପୁର' ରିଲିଜ୍ ହେଉଛି । ଅଭିନେତ୍ରୀ ଶିଳ୍ପା ସିନ୍ଦେ ଏହାର ପ୍ରମୋସନ ପାଇଁ ଲକ୍ଷ୍ନୌରେ ପହଞ୍ଚିଥିଲେ । ଯାହାକୁ ନେଇ ଶିଳ୍ପା ଇଟିଭି ଭାରତ ସହ ଖାସ୍ ବାର୍ତ୍ତାଳାପ କରିଥିଲେ । ଏଥିସହିତ ଏହି ୱେବ୍ ସିରିଜ୍ ନିଶ୍ଚିତ ଭାବରେ ଦେଖିବା ପାଇଁ ଶିଳ୍ପା ଫ୍ୟାନ୍ସମାନଙ୍କୁ ନିବେଦନ କରିଛନ୍ତି । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.