କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - ହୋଲି ସ୍ପେଶାଲ ନ୍ୟୁଜ
🎬 Watch Now: Feature Video

ଭୁବନେଶ୍ବର: ଆଜି ପୁରା ଦେଶରେ ରଙ୍ଗର ଉତ୍ସବ ହୋଲି । ହେଲେ ଏବର୍ଷ କୋରୋନା ସଂକ୍ରମଣ ସାଙ୍ଗକୁ ପ୍ରଶାସନର କଟକଣା ଭିତରେ ଫିକା ପଡିଥିବାବେଳେ ଏହି ଅବସରରେ ଗୋଟିଏ ନୂଆ ଟ୍ରାକ ରିଲିଜ କରିଛନ୍ତି ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ । ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦେବସ୍ମିତା ରାଉତ ।