thumbnail

ଅନ୍ତିମ ଦିନରେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା, କଂସ ବଦ୍ଧକୁ ମଥୁରାବାସୀଙ୍କ ଅପେକ୍ଷା

By

Published : Jan 10, 2020, 11:34 PM IST

ବରଗଡ: ଦଶମ ତଥା ଅନ୍ତିମ ଦିନରେ ପହଞ୍ଚିଛି ବରଗଡ ଧନୁଯାତ୍ରା । ଏନେଇ ଶେଷ ଦିନରେ ମଥୁରାରେ ପହଞ୍ଚିଛନ୍ତି ବନବିହାରୀ । ଏନେଇ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ଖେଳିଛି ଆନନ୍ଦ ଓ ଉତ୍ସାହ। ଏବେ ଅପେକ୍ଷା ସେହି ମୁହୂର୍ତ୍ତକୁ, ଯେତେବେଳେ କଂସକୁ ବଦ୍ଧ କରିବେ ନନ୍ଦକୁମାର।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.