ଖୋଲିଲାନି ଧାନମଣ୍ଡି, ରାତିସାରା ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଧାନ ରଖି ଧାରଣା - ଖୋର୍ଦ୍ଧାରେ ଧାନମଣ୍ଡି ସମସ୍ୟା

🎬 Watch Now: Feature Video

thumbnail

By

Published : Mar 16, 2022, 10:46 AM IST

Updated : Feb 3, 2023, 8:19 PM IST

ଖୋର୍ଦ୍ଧା: ମାର୍ଚ୍ଚ ମାସ ଅଧା ହେବାକୁ ବସିଲାଣି ତଥାପି ସରୁନି ମଣ୍ଡି ସମସ୍ୟା । ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ । ଖୋର୍ଦ୍ଧା ଜିଲ୍ଲାରେ ଲାଗିରହିଥିବା ମଣ୍ଡି ସମସ୍ୟା ଦ୍ୱାରା ଚାଷୀର ଅମଳ ଫସଲକୁ ସରକାରଙ୍କୁ ବିକ୍ରି କରିପାରୁନି ଚାଷୀ । ଏହାର ପ୍ରତିବାଦରେ ଗତକାଲି(ମଙ୍ଗଳବାର) ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧନବସ୍ତା ରଖି ଧାରଣାରେ ବସିଛି ଚାଷୀ । ମଣ୍ଡିରେ ମିଲରର ମନମାନି ପାଇଁ ଧାନ ଉଠିବାରେ ସମସ୍ୟା ଏବଂ ମିଲର ଦ୍ୱାରା ମନଇଚ୍ଛା କଟିଙ୍ଗକୁ ବିରୋଧ କରିବା ସହ ଜିଲ୍ଲାର ସମସ୍ତ ଚାଷୀଙ୍କ ଧାନ ନଉଠିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.