World Suicide Prevention Day: କାହିଁକି ବଢୁଛି ଆତ୍ମହତ୍ୟା ? ଶୁଣନ୍ତୁ ମନସ୍ତତ୍ତ୍ବବିତଙ୍କ ମୁହଁରୁ

🎬 Watch Now: Feature Video

thumbnail

By

Published : Sep 10, 2022, 6:34 PM IST

Updated : Feb 3, 2023, 8:27 PM IST

ଆତ୍ମହତ୍ୟା ଏବେ ଜଟିଳ ସମସ୍ୟା ଭାବେ ଦେଖାଦେଇଛି । ପ୍ରତ୍ୟକ ଦିନ ଏବେ ଆତ୍ମହତ୍ୟା ଖବର ପ୍ରକାଶ ପାଉଛି । କେବଳ ଏକ ନିର୍ଦ୍ଦିଷ୍ଟ ବୟସର ଲୋକ ନୁହନ୍ତି ବରଂ ସବୁ ବର୍ଗର ଲୋକଙ୍କ କ୍ଷେତ୍ରରେ ଏହା ଦେଖାଦେଇଛି । ଯଦିଓ ମହିଳା ମାନଙ୍କ ତୁଳନାରେ ପୁରୁଷ ମାନଙ୍କ ସଂଖ୍ୟା ଅଧିକ ରହିଛି, ତେବେ କଣ ଏହାର କାରଣ ? କାହିଁକି ଜଣେ ଆତ୍ମହତ୍ୟା କରୁଛି ? କଣ ଏହାର ନିରାକରଣ ? ଆଜି ବିଶ୍ବ ଆତ୍ମହତ୍ୟା ନିରାକରଣ ଦିବସ । ତେବେ ଏହି ଦିବସର ମୂଳ ଲକ୍ଷ୍ୟ କଣ ହେବା ଆବଶ୍ୟକ ? କିପରି ଏହାର ନିୟନ୍ତ୍ରଣ କରାଯାଇପାରିବ ? ସେନେଇ ମାନସିକ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.