ବୋଟ ଚଲାଇଲେ ଦିଦି, ଦେଖନ୍ତୁ ଭିଡିଓ - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

🎬 Watch Now: Feature Video

thumbnail

By

Published : Nov 30, 2022, 6:00 PM IST

Updated : Feb 3, 2023, 8:34 PM IST

କୋଲକାତା: ନିଜର ଭିନ୍ନ ଶୈଳୀ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜନୀତି ବ୍ୟତୀତ କେତେବେଳେ ରାସ୍ତାକଡ ଦୋକାନରେ ଜଳଖିଆ ବାଣ୍ଟି ତ ଆଉ କେବେ ବାଜା ବଜାଇ ପୁଣି କେବେ ଆଦିବାସୀଙ୍କ ସଙ୍ଗେ ଗୋଟିଏ ମଞ୍ଚରେ ପାରମ୍ପାରିକ ନୃତ୍ୟ ପରିବେଷଣ କରୁଥିବା ନଜର ଆସିଛନ୍ତି ମମତା । ସେହିପରି ଆଜି ସେ ବୋଟ ଚଲାଉଥିବା ଦେଖିବାକୁ ମିଳିଛି (West Bengal CM Mamata Banerjee drives a boat)। ଉତ୍ତର-24 ପ୍ରଗଣାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ମମତା ସେଠାରେ ଥିବା ଏକ ହ୍ରଦରେ ବୋଟ ଚଲାଇଥିଲେ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.